SPECIAL OPINION DAILY ENGLISH NEWS PORTAL

Where is the health adviser during Carona epidemic ?-Naidu

Berhampur(Special Opinion)Senior Congress leader & Berhampur Lok Sabha Candidate Shri V Chandrashekhar Naidu has questioned where is the Odisha government’s health adviser during the spreading of Caronavirus. Prof.Srinath Reddy was appointed to the post of Cabinet Minister in 2017. During that time, the state government has shown their pride Bahaba.But where is the  Professor Reddy when the real need arose ? Mr. Naidu has demanded the formation of a medical team aimed at controlling the epidemic to provide daily health information to the people. “We need to focus on that. The migrant workers, the agricultural workers, the unorganized workers are going to take some concrete steps to improve the economy,” he said. Mr. Naidu questioned the difference between work and practical. In another context, he said, according to the NCRB report Briefing domestic envy during the epidemic coronavirus Spreading.The Patients those are in quarantine suffering by police tortures such in Biramitrapur incident teenager torture, in Nawarangapur incident and tortures by officers to their subordinates. So Still sensitive torture to women  during this period should be stopped said Mr. Naidu.

Report by Nimai Charan Panda

କରୋନା ମହାମାରୀ ବେଳେ ରାଜ୍ଯ ସରକାରଂକ ସ୍ବାସ୍ଥ୍ଯ ଉପଦେଷ୍ଟା କୁଆଡେ ଗଲେ?”-ଚନ୍ଦ୍ରଶେଖର ନାଇଡୁ

କରୋନା ଭଳି ମହାମାରୀ ପରିସ୍ଥିତିରେ ଓଡିଶା ସରକାରଂକ ସ୍ୱାସ୍ଥ୍ଯ ଉପଦେଷ୍ଟା କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାଥିୀ ଭି ଚନ୍ଦ୍ରଶେଖର ନାଇଡୁ.୨୦୧୭ ମସିହା ମାଚ୍ଚ ମାସରୁ ରାଜ୍ଯ ସରକାର ପ୍ରଫେସର କେ . ଶ୍ରୀନାଥ ରେଡ୍ଡୀଂକୁ କ୍ଯାବିନେଟ ମଂତ୍ରୀ ପାହ୍ଯାରେ ନିଯୁକ୍ତି ଦେଇଥିଲେ.ସେତେବେଳେ ଏହି ନିଯୁକ୍ତିକୁ ନେଇ ରାଜ୍ଯ ସରକାର ବାହାବା ନେଇଥିଲେ.ତେବେ ବାସ୍ତବ ଆବଶ୍ଯକତା ବେଳେ ପ୍ରଫେସର ରେଡ୍ଡୀ କୁଆଡେ ଗଲେ ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି.ବାସ୍ତବରେ କୋଭିଡ ପରିଚାଳନା ନେଇ ରାଜ୍ଯ ସରକାରଂକର ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି.ମହାମାରୀ ପରିଚାଳନାକୁ ରାଜ୍ଯ ସରକାର ପ୍ରାକୃତିକ ବିପଯ୍ଯୟ ଭଳି ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି.ମହାମାରୀ ନିୟନ୍ତଣ ପାଇଁ ଅଭିଂଗ୍ଯ ଡାକ୍ତରୀ ଟିମ ଗଠନ କରି ଲୋକ ମାନଂକୁ ଦୈନିକ ସ୍ୱାସ୍ଥ୍ଯ ସଂବଦ୍ଦିୟ ସୂଚନା ଦେବାକୁ ଶ୍ରୀ ନାଇଡୁ ଦାବୀ କରିଛନ୍ତି.ଲକଡାଉନ,ସଟଡାଉନ ଭଳି ବ୍ଯବସ୍ଥା ଲାଗୁକରି ସରକାର ସାଧାରଣ ଲୋକ ମାନଂକର ସଂବିଧାନ ପ୍ରଦତ୍ତ ମୌଳିକ ଅଧିକାର କ୍ଷୂଣ୍ନ କରିଛନ୍ତି.ଏହା ବଦଳରେ ଲୋକମାନଂକ ମଧ୍ଯରେ କିଭଳି ସଚେତନତା ସୃଷ୍ଚି ହୋଇପାରିବ ସେ ଦିଗରେ ଧ୍ଯାନ ଦେବା ଉଚିତ.ପ୍ରବାସୀ ଶ୍ରମିକ,କୃଷି ଶ୍ରମିକ,ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ପ୍ରଭୁତିଂକ ଅଥିକ ଉନ୍ନତି କିଛି ଠୋସ ପଦକ୍ଷେପ ନେବେ ପୀଇଁ ମଧ୍ଯ ସେ ଦାବୀ କରିଛନ୍ତି.ଗୁଜୁରାଟ ଭଳି ରାଜ୍ଯକୁ କେନ୍ଦ୍ର ସରକାର ସବଭାରତୀୟସ୍ତରରୁ ଅଭିଜ୍ଞ ଡାକ୍ତରୀଟିମ ଓ ଆନୁଷଂଗିକ ବ୍ଯବସ୍ଥା କରିଥିବା ବେଳେ ଓଡିଶା ଭଳି ଅଧିକ ପ୍ରଭାବିତ ରାଜ୍ଯପ୍ରତି କାହିଁକି ପାତର ଅନ୍ତର ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି.ଏନେଇ ରାଜ୍ଯ ସରକାର କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି.ଅନ୍ଯଏକ ପ୍ରସଂଗରେ ସେ କହିଛନ୍ତି NCRB ରିପୋଟ ଅନୁସାରେ କରୋନା ମହାମାରୀ ସମୟରେ ଓଡିଶାରେ ଘରୋଇ ହିଂସା ବଢୁଛି.ଏହାସହ ବିରମିତ୍ରପୂର ଥାନାରେ ନାବାଳିକା ନିଯ୍ଯାତନା,ନବରଂଗପୁର ପୋଲିସ କ୍ଯାଣ୍ଚିନରେ ମହିଳା ନିଯ୍ଯାତନା ଓ ଆୟୁଷ ନିଦ୍ଦେଶକଂକ ଦ୍ବାରା ଅଧସ୍ତନ କମଚାରୀଂକୁ ନିଯ୍ଯାତନା ରାଜ୍ଯ ସରକାରଂକ ପାରିବାପଣିଆ ଉପରି ବୃହତ୍ତ ପ୍ରଶ୍ନବାଚୀ ସୃଷ୍ଚି କରିଛି.ତେଣୁ ବତ୍ତମାନ ଭଳି ସଂବେଦନଶୀଳ ସମୟରେ ନାରୀ ନିଯ୍ଯାତନା ରୋକିବାକୁ ମଧ୍ଯ ସରକାର ଧ୍ଯାନ ଦେବାକୁ ଶ୍ରୀ ନାଇଡୁ ଦାବୀ କରିଛନ୍ତି.

Leave a Reply

Your email address will not be published. Required fields are marked *

Translate »